ଆମ Marriage ପାଇଁ ଘରେ ରାଜି ନାହାନ୍ତି😢|| ଆମେ ଘର ଛାଡି ପଳେଇବୁ😜|| Prank Call With My Gf💞|| Raju Biju Vlog

ଆମ Marriage ପାଇଁ ଘରେ ରାଜି ନାହାନ୍ତି😢|| ଆମେ ଘର ଛାଡି ପଳେଇବୁ😜|| Prank Call With My Gf💞|| Raju Biju Vlog ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ Baby ଘରେ vlog --    • ପ୍ରଥମ ଥର Baby ଭିଡ଼ିଓ ଆରମ୍ଭ କରିଲା || Gift ରେ...   ମୁଁ ଜଣେ ଗରିବ ଘର ର ପିଲା . ଆମର ଦୁଇ ଭାଇ ରାଜୁ, ବିଜୁ . ଆମେ ବର୍ତ୍ତମାନ ଆମ ଜେଜେମା ପାଖରେ ଅଛେ . ଆମର ବାପା ଆଉ ମା ବିଦେଶ ରେ କାମ କରନ୍ତି, କାରଣ ମୋ ବାପା ଙ୍କୁ ଟିଉମର ରୋଗ . ମୋ ବାପା ଘର ବାଢି ରେ କାମ କରି ପାରନ୍ତିନି ସେଥିପାଇଁ ବିଦେଶ ରେ ସହଜ କାମ କରନ୍ତି . ଆମର ଘର ଚଲେଇବା ପାଇଁ ବି କେହି ନାହାନ୍ତି . ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳ ରୁ ବାପା ମା ରା ସ୍ନେହ ଆମେ ପାଇନୁ, ସେଥିପାଇଁ ଆମେ ବହୁତ ଦୁଖିତ ଆମେ ପଢିବା ପାଇଁ ସେତେ ପଇସା ନଥିଲା, ସେଥିପାଇଁ ମୁଁ Tiruppur କୁ ମଧ୍ୟ୍ୟ କାମ କରିବାକୁ ଯାଇଥିଲି -କପଡା କାମ - ପୁରା 2 ବର୍ଷ ମୁଁ ବାହାରେ ପରିଶ୍ରମ କରିଛି, ତା ପରେ ସେଠି ଆମେ ଠିକ କାମ କରିକି ବି ଗାଳି ଶୁଣିଲେ, ତା ପରେ ଭାବିଲି ଯେ ନିଜେ କିଛି ଗୋଟେ କରିବି, ପର ଅଧିନରେ କାମ କରିବିନି..,, ତା ପରେ ବହୁତ ଭାବିଲା ପରେ Youtube ରେ ଭିଡ଼ିଓ କରିବି ବୋଲି ନିଷ୍ପତି ନେଲି.. ତା ପରେ ମୁଁ ଗାଁ କୁ ଆସିକି ସବୁଦିନ ଭିଡ଼ିଓ ପକେଇଲି.. ପ୍ରଥମ ପ୍ରଥମ ମୁଁ ମୋବାଇଲ ରେ ଭିଡ଼ିଓ କରୁଥିଲି, ତା ପରେ ମୁଁ ବହୁତ request କରିକି ଗୋଟେ camera ଆଣିଲି.. ତା ପରେ ପୁରା 6 ମାସ ଭିଡ଼ିଓ କରିଲା ପରେ ବି ମୋତେ କିଛି response ମିଳିଲାନି.. ତା ପରେ ଦିନେ ମୋ ଭିଡ଼ିଓ ରେ ମୋ girlfriend ଆସିଲେ ସେ ଭିଡ଼ିଓ ଟିରେ ଭଲ response ମିଳିଲା.. ସେହି ଦିନ ଠାରୁ ମୁଁ ମୋ girlfriend ku ନେଇକି ଭିଡ଼ିଓ କରୁଛି............. ମୋର ଜୀବନରେ କୌଣସି ବଡ଼ ଆଶା ନାହିଁ ଯେ ମୁଁ ବଡ଼ ଘର କରିବି କି ବଡ଼ କାର କିଣିବି ମୋର କେବଳ ଗୋଟିଏ ଇଚ୍ଛା ମୁଁ ମୋ ବାପା ମା ଙ୍କୁ ଆଉ କାମ କରିବାକୁ ଦେବିନି, ସେମାନେ ଆମ ପାଇଁ ବହୁତ କୋଷ୍ଠ ସହିଛନ୍ତି, ମୁଁ ଚାହୁଁଛି ଯେତିକି ଦିନ ଯାଏ ମୁଁ ବଞ୍ଚିବି ସେତିକି ଦିନ ଯାଏ ମୋ ବାପା ମା ଙ୍କୁ ଦୁନିଆ ରେ ଥିବା ସବୁ ଖୁସୀ ସେମାନଙ୍କ ପାଦ ତଳେ ଅଜାଡି ଦେବି🥰🥰 ଯୋଉମାନେ ଆମର ଭିଡ଼ିଓ ଦେଖିକି ଆମକୁ ଖରାପ ଭାବୁଛନ୍ତି ସେମାନଙ୍କୁ ମୋର ଏତିକି request ଦୟାକରି ଆମକୁ ଖରାପ ଭାବନ୍ତୁନି, ମୁଁ କେବଳ ମୋ ବାପା ମା ଖୁସୀ ପାଇଁ ହିଁ Youtube କୁ ଆସିଛି, କୌଣସି ଖରାପ ଉଦ୍ୟେଶ ରେ ନୁହେଁ, ମୁଁ କେବଳ ଏଇଥି ପାଇଁ ହିଁ ପ୍ରତିଦିନ ସାଇକଲ ରେ 40.km ଯାଏ ଆସେ.... ଏମିତି ବି ନୁହେଁ ଯେ ମୁଁ ତାକୁ ଭଲ ପାଏନି କେବଳ ମୋ youtube ପାଇଁ ମୁଁ ତାକୁ ଭଲ ପାଇଛି.. ସତ କହିବାକୁ ଗଲେ ମୁଁ ତାକୁ ପିଲା ଦିନ ରୁ ଭଲ ପାଏ, କିନ୍ତୁ ଏବେ ପରିସ୍ଥିତି ରେ ପଡିକି ତାକୁ ବି ଭିଡ଼ିଓ ରେ ଆଣୁଛି.. କିନ୍ତୁ ଏବେ ଖୁସୀ ଲାଗୁଛି ଆପଣମାନଙ୍କ ଭଲ ପାଇଵା ଦେଖି...... ଧନ୍ୟବାଦ ଆମକୁ ଏତେ ଭଲ ପାଉ ଥିବାରୁ 🥰🥰🥰 ଆଜିକାଲି ସମସ୍ତେ ଭଲ ପାଉଛନ୍ତି ପିଲା ଠାରୁ ଆରମ୍ଭ କରିକି ବୁଢ଼ା ପର୍ଯ୍ୟନ୍ତ କିନ୍ତୁ ସେମାନେ ଲୁଚିକି ଭଲ ପାଉଛନ୍ତି ବୋଲି ସେମାନେ ଠିକ.. ମୁଁ ଯେହେତୁ Social Media ରେ ସତ କୁ ଦେଖେଇକି ଟଙ୍କା ରୋଜକାର କରୁଛି, ସେଇଟା ହେଉଛି ମୋ ଭୁଲ, ସେଥିପାଇଁ ମୋତେ ସମସ୍ତେ ଖରାପ ଭାବୁଛନ୍ତି 😞😞😞 ସତ ରେ ମୋର ଏଇ ସ୍ୱାର୍ଥପର ଦୁନିଆ ରେ ବଞ୍ଚିବାକୁ ଇଚ୍ଛା ନାହିଁ, କେଭେ ଯଦି ମୋର କିଛି ହେଇଯାଏ, ଦିନେ ଆପଣ ମାନେ ହିଁ ମନେ ପକେଇବେ ଯେ ଜଣେ ପିଲା ଥିଲା, ଆମର କଥା ନ ସହି ପରିକି ତାର ଜୀବନ ଦେଇଦେଲା 😞😞😞... #couplevlog #villagecouplelife #odiacouplevlogs #unmarriedcouplevlog #cutecouplevlog #prankcallwithgirlfriend #marriageprank

ଦୁକାନ ଘରେ ଲାଗିଲା New AC🥶|| ଆଜିଠୁ ଆମେ ଏଇଠି ରହିବା😂|| Village Couple || Raju Biju Vlog
▶︎

ଦୁକାନ ଘରେ ଲାଗିଲା New AC🥶|| ଆଜିଠୁ ଆମେ ଏଇଠି ରହିବା😂|| Village Couple || Raju Biju Vlog

ଝଗଡା କରୁ କରୁ Baby କାନ୍ଦିଗଲା😢|| Prank Call To My girlfriend🤩|| Village Couple💞|| Raju Biju Vlog
▶︎

ଝଗଡା କରୁ କରୁ Baby କାନ୍ଦିଗଲା😢|| Prank Call To My girlfriend🤩|| Village Couple💞|| Raju Biju Vlog

CM ଚେୟାର ପାଇଁ ମହାଲଢ଼େଇ! ମୋହନଙ୍କ ପରେ କିଏ? Who Will Be Odisha's Next Chief Minister? Odisha News Now |
▶︎

CM ଚେୟାର ପାଇଁ ମହାଲଢ଼େଇ! ମୋହନଙ୍କ ପରେ କିଏ? Who Will Be Odisha's Next Chief Minister? Odisha News Now |

ଗାୟିକା -ମନୋରମା ବେହେରା ଙ୍କ ସୁନ୍ଦର ୮ଟି ଭଜନ ଗୀତ।ଓଡ଼ିଆ ସଙ୍କୀର୍ତ୍ତନ।। ବ୍ରହ୍ମଗିରି, ପୁରୀ।।Odia Brabamagiri
▶︎

ଗାୟିକା -ମନୋରମା ବେହେରା ଙ୍କ ସୁନ୍ଦର ୮ଟି ଭଜନ ଗୀତ।ଓଡ଼ିଆ ସଙ୍କୀର୍ତ୍ତନ।। ବ୍ରହ୍ମଗିରି, ପୁରୀ।।Odia Brabamagiri

DJ ରେ ଝୁମିଲା ପୁରା ପରିବାର //DJ // DJ Dance // Dance With Dj // ବାହାଘର Dance
▶︎

DJ ରେ ଝୁମିଲା ପୁରା ପରିବାର //DJ // DJ Dance // Dance With Dj // ବାହାଘର Dance

@UNTALENTEDGUY2.0-uditnayak 1st Full Life Story Interview Of Udit !! Untalented Guy !! NEWS88 ODISHA
▶︎

@UNTALENTEDGUY2.0-uditnayak 1st Full Life Story Interview Of Udit !! Untalented Guy !! NEWS88 ODISHA

ଶସ୍ତା ଜିନିଷ ଦେଖି ଅଜଣା ବ୍ୟକ୍ତି ଠାରୁ କୌଣସି ଜିନିଷ କିଣନ୍ତୁ ନାହିଁ🙏@HarekrushnaChakrabarty
▶︎

ଶସ୍ତା ଜିନିଷ ଦେଖି ଅଜଣା ବ୍ୟକ୍ତି ଠାରୁ କୌଣସି ଜିନିଷ କିଣନ୍ତୁ ନାହିଁ🙏@HarekrushnaChakrabarty

Girlfriend କୁ ଉଠେଇ ଆଣିଲି🤷‍♀️|| ମୋତେ ଟିକେ ସାହାଯ୍ୟ ଦରକାର🙏|| Prank Call With Friends📞|| Raju Biju Vlog
▶︎

Girlfriend କୁ ଉଠେଇ ଆଣିଲି🤷‍♀️|| ମୋତେ ଟିକେ ସାହାଯ୍ୟ ଦରକାର🙏|| Prank Call With Friends📞|| Raju Biju Vlog

ଭାଇ ଙ୍କ ଅନ୍ତିମ ସଂସ୍କାର ରେ ପହଁଚିଲେ ମୁଖ୍ୟମନ୍ତ୍ରୀ  | #odishanews #keonjhar #odishacm #virlnews
▶︎

ଭାଇ ଙ୍କ ଅନ୍ତିମ ସଂସ୍କାର ରେ ପହଁଚିଲେ ମୁଖ୍ୟମନ୍ତ୍ରୀ | #odishanews #keonjhar #odishacm #virlnews

Biju ସହିତ Prank ହେଇଗଲା😂|| Fake Girlfriend Prank With Biju❤️‍🩹|| Prank Call📲|| Raju Biju Vlog
▶︎

Biju ସହିତ Prank ହେଇଗଲା😂|| Fake Girlfriend Prank With Biju❤️‍🩹|| Prank Call📲|| Raju Biju Vlog

ମେଘା ଜଙ୍ଗଲ The Wrong Turn ❌️#857
▶︎

ମେଘା ଜଙ୍ଗଲ The Wrong Turn ❌️#857

ମୁଁ College ରେ ଆଉ ଜଣକୁ ଭଲ ପାଏ😂||Prank Call To My BF🧡||Jabardast Reaction😡|| Raju Biju Vlog
▶︎

ମୁଁ College ରେ ଆଉ ଜଣକୁ ଭଲ ପାଏ😂||Prank Call To My BF🧡||Jabardast Reaction😡|| Raju Biju Vlog

Samparkara Mayajala || ବାର୍ଥଡେରେ ଡେଥ୍ ଗିଫ୍ଟ୍ || EP 115 || 05 JUNE 2026
▶︎

Samparkara Mayajala || ବାର୍ଥଡେରେ ଡେଥ୍ ଗିଫ୍ଟ୍ || EP 115 || 05 JUNE 2026

My First Vlog || Odia Vlog || Love Marriage Couple Lifestyle|| Sarbagila Vlog
▶︎

My First Vlog || Odia Vlog || Love Marriage Couple Lifestyle|| Sarbagila Vlog

ସ୍ବାମୀ ଯାଉ ଯାଉ ଯେଉଁ ଝିଅ ହଟ ପ୍ୟାଣ୍ଟ ପିନ୍ଧି ବୁଲି ମାଛ ମାଂସ ଖାଇବ କେଉଁ ଶାଶୁ ଘର ଲୋକ ଘରେ ରଖିବେ ?
▶︎

ସ୍ବାମୀ ଯାଉ ଯାଉ ଯେଉଁ ଝିଅ ହଟ ପ୍ୟାଣ୍ଟ ପିନ୍ଧି ବୁଲି ମାଛ ମାଂସ ଖାଇବ କେଉଁ ଶାଶୁ ଘର ଲୋକ ଘରେ ରଖିବେ ?

Chul bul kurkure Dhana Fight || Odia Horror Comedy || Odia Comedy
▶︎

Chul bul kurkure Dhana Fight || Odia Horror Comedy || Odia Comedy

Dublagadi Sea Beach 🏖️ Balasore | ସମୁଦ୍ର ଗଲା କୁଆଡେ |  ସମୁଦ୍ର ରେ ନାହିଁ ପାଣି
▶︎

Dublagadi Sea Beach 🏖️ Balasore | ସମୁଦ୍ର ଗଲା କୁଆଡେ | ସମୁଦ୍ର ରେ ନାହିଁ ପାଣି

ବଡ଼ ନିବା VS ଛୋଟ ନିବା Vlogger || Pintu vs Raju || ଗାଆଁ ପ୍ରେମ କାହାଣୀ 🤦 || Bhubaneswar Munda
▶︎

ବଡ଼ ନିବା VS ଛୋଟ ନିବା Vlogger || Pintu vs Raju || ଗାଆଁ ପ୍ରେମ କାହାଣୀ 🤦 || Bhubaneswar Munda

Kau Ra Macha Dhara // Odia Bird Stories // Odia Chadhei Gapa // Nuaa Gapa Odia // Odia Moral Story
▶︎

Kau Ra Macha Dhara // Odia Bird Stories // Odia Chadhei Gapa // Nuaa Gapa Odia // Odia Moral Story

ବାପାଙ୍କ ଘରକୁ ଗଲି //ରାଜୁ ଭାଇ ଆସିଲେ //ସମସ୍ତେ ମିଶିକରି ଫୁଲ ମଜା ମସ୍ତି କଲୁ //😆😝🥰👍
▶︎

ବାପାଙ୍କ ଘରକୁ ଗଲି //ରାଜୁ ଭାଇ ଆସିଲେ //ସମସ୍ତେ ମିଶିକରି ଫୁଲ ମଜା ମସ୍ତି କଲୁ //😆😝🥰👍