OTET - ୨୦୨୬ // English Pedagogy One Shot // Last Moment Revision // One liner // Pedagogy // RSP //
ଏହି ଭିଡିଓରେ ଆପଣ English Pedagogy ର Syllabus ରେ ଥିବା ବିଭିନ୍ନ ବିଷୟ One liner ମାଧ୍ୟମରେ ପାଇ ପାରିବେ। ଏହା ଆପଣଙ୍କ ପରୀକ୍ଷା ପାଇଁ ଉପଯୋଗୀ ହେବ ବୋଲି ଆମର ଆଶା ଓ ବିଶ୍ବାସ ରହିଛି। ଭିଡିଓଟିକୁ ଥରେ ନିଶ୍ଚୟ ଦେଖନ୍ତୁ କେମିତି ଲାଗିଲା ନିଜର ମତାମତ ନିଶ୍ଚୟ ଦେବେ ଓ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ। #otet #otet2026 #otetexam #pedagogy #englishpedagogy #englishpedagogyoneshot #oneliner #pedagogy #contentpedagogy #rsp ଜୟ ମା ତାରିଣୀ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏
