ମନ କାହିଁକି ଆମ ଆୟତ୍ତ ରେ ରହେ ନାହିଁ ? How to control mind ? Thakur Nigamanand ll Acharya Swarup ll
ମନ କାହିଁକି ଆମ ଆୟତ୍ତ ରେ ରହେ ନାହିଁ ? How to control mind ? Thakur Nigamanand ll Acharya Swarup ସନାତନ ଧର୍ମ ର ସଦଗୁରୁ ମାନଙ୍କର ଏହିପରି ଗାଥା ଆପଣଙ୍କ ମନକୁ ଶାନ୍ତି ଓ ପବିତ୍ରତା ଦେଉଥିଲେ -Please SUBSCRIBE👍👍👍 ✅ and SHARE ❤️❤️❤️👍👍👍 This is a spiritual channel to provide life changing lessons through stories by Acharya swarup. Acharya Swarup is a young monk of pure vedic culture. • ଜାତି, ବର୍ଣ୍ଣ ,ସମ୍ପ୍ରଦାୟ , ସାମାଜିକ ବ୍ୟବସ୍ଥା ଓ ବାହ୍ୟ ଆଚାର ବିଚାର ଆଦି ସମସ୍ତ ଧାରଣା ର ଉର୍ଦ୍ଧ୍ବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସର୍ବ ପ୍ରଧାନ ଅଟେ l • ନିଜର ଆଧ୍ୟାତ୍ମିକ ବିକାଶ କରିବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର l • ଜୀବନରେ ସତ୍ୟ, ଶାନ୍ତି, ପବିତ୍ରତା ଓ ସର୍ବୋପରି ପରମ ପିତା ପରମାତ୍ମା ଙ୍କୁ ପ୍ରାପ୍ତି ସମସ୍ତଙ୍କର ଲକ୍ଷ୍ୟ l • ମାତ୍ର, ଜୀବନରେ ଦୁଃଖ, ଦ୍ଵନ୍ଦ,ଈର୍ଷା,ପ୍ରତିକୂଳ ପରିସ୍ଥିତି, ଦାରିଦ୍ର୍ୟ,ରୋଗ, ବ୍ୟାଧି, ସାମାଜିକ ଓ ପାରିବାରିକ କଳହ, ପରସ୍ପର ଭୁଲ୍ ବୁଝାମଣା ଆଦି ଅନେକ କାରଣରୁ ମନୁଷ୍ୟ ର ଆତ୍ମ କଲ୍ୟାଣ ହୋଇ ପାରେ ନାହିଁ l • ଜୀବନରେ କେବଳ ଅଶାନ୍ତି ହିଁ ଅଶାନ୍ତି ଲାଗି ରହିଥାଏl ଏ ସମସ୍ତ ଦୁଃଖରୁ ମୁକ୍ତ ହେବାର ଉପାୟ " ଆତ୍ମଜ୍ଞାନ " ଏବଂ ଆଧ୍ୟାତ୍ମ ବିକାଶ (Spiritual Development) ଏହାର ମାର୍ଗ l ତେଣୁ ଆଧ୍ୟାତ୍ମ୍ୟ ବିକାଶ ପାଇଁ କିଛି ତଥ୍ଯ ଓ ସତ୍ୟ ସମ୍ବଳିତ କଥା ଓ ଗାଥା କୁ ନେଇ ଆଚାର୍ଯ୍ୟ ସ୍ୱରୂପ( Acharya Swarup) ଙ୍କର ଏହା ଏକ କ୍ଷୁଦ୍ର ପ୍ରୟାସ l "ବାସୁଦେବ ସର୍ବମ୍" ର ମହାନ୍ ସାର୍ବଭୌମ ଚେତନା ରେ ପ୍ରତ୍ୟେକ ମାନବର ଆଧ୍ୟାତ୍ମ୍ୟ ବିକାଶ- ଆମର ଲକ୍ଷ୍ୟ l •••ଏ ସମଗ୍ର ବିଶ୍ୱ ମୋର ପରିବାର ••• {{ ବସୁଧୈବ କୁଟୁମ୍ବକମ୍ }} #Acharyaswarup

ମନରେ ଅନ୍ୟ ପ୍ରତି ଘୃଣା ଭାବନା ସୃଷ୍ଟି ହେଲେ ଆପଣ କଣ କରିବେ ? True Story of Budha ll Acharya Swarup

සාර්ථකත්වය පසුපස දුවන මිනිසාට සතුට නැතිවන්නේ ඇයි - පූජ්ය කුඹුකන්දන නන්දරතන හිමි

The Burschenschaft Days: Breeding Ground for the New Right | SPIEGEL TV

ମନକୁ ନିୟନ୍ତ୍ରଣ ରେ ରଖିବାର ସରଳ ଉପାୟ କଣ ? Simple Way To Control Mind l Swami Vivekanand l AcharyaSwarup

Speech By Dr Akankshya Mohanty !!

મૃત્યુનો ડર ખોટો છેઃ સત્યઘટના :દીકરીનો આત્મા માતા-પિતાના સંપર્કમાં રહ્યો| Ramesh Tanna | Navi Savar

ମହିଳା ସଭା ରେ ସ୍ୱାମୀ ତ୍ରିଲୋକ ଭାରତୀ ଙ୍କର ବକ୍ତବ୍ୟ part 4 | ପାଳପୁରୁ ଭକ୍ତ ସମ୍ମିଳନୀ ଓଁ ଜୟଗୁରୁ🙏

ଆଦର୍ଶ ଗୃହସ୍ଥ ଜୀବନ ଗଠନ ରେ ଗୁରୁ ଙ୍କ ଭୂମିକା - ପଣ୍ଡିତ ଶ୍ରୀ ବୀରେନ୍ଦ୍ର ପଣ୍ଡା -

තෝ මාව වි#නාශ කළා | ගෝඨාභය බැසිල්ට කතා කරලා කුණු#හරුපෙන් බැ#නලා ?| CLASSIC SUDAA |

Practice This For 21 Days It Will Change Your Life। Dr APJ Abdul Kalam।9 Lessons EveryOne Must Learn

ଭାଗବତ ର ଅର୍ଥ କଣ? meaning of bhagabat,ଆସନ୍ତୁ ଜାଣିବା ପଣ୍ଡିତ ସଚିକାନ୍ତ ଆଚାର୍ଯ୍ୟଙ୍କ ଠାରୁ,भगाबातार्थ

ଶତ୍ରୁକୁ ମିତ୍ର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ଅଚୁକ ଉପାୟ

ISKCON ରୁ ଦୀକ୍ଷା ମିଳେ କେମିତି 🙏 || Hare Krishna 🙏🙏 || #iskcon #diksha

ଠାକୁର ନିଗମାନନ୍ଦ ପରମହଂସଙ୍କ ଜୀବନ ର ସଙ୍ଘର୍ଷ ଗାଥା lଆଧ୍ୟାତ୍ମ୍ୟ ବିକାଶ l ଆଚାର୍ଯ୍ୟ ସ୍ୱରୂପ l ThakurNigamanand

Do IT For 10 minutes Daily It will Change Your Lufe। Remove All Negative Thoughts From Your Mind ।

ଭଗବାନ ରାମଚନ୍ଦ୍ର ଓ ଧୀବର ମଧ୍ୟରେ କଣ ସାମଞ୍ଜସ୍ୟ ଅଛି?? ଶୁଣନ୍ତୁ ପୂଜ୍ୟ ସତ୍ୟ ପ୍ରଜ୍ଞାନନ୍ଦ ବାବାଙ୍କ ମୁଖରୁ

ବର୍ଣ୍ଣସଙ୍କର ଉତ୍ପତ୍ତି ର କାରଣ । Barnasankara Utpatira Karana । Bipini Bihari Samal । Odia Prabachan ।

JAJAN || KEDAR NATH MOHANTY || SRI SRI THAKUR ANUKULCHANDRA || #youtube #youtubevedio #satsang

পরমাণু হতে তুমি আকাশ ব্যাপিয়া আছো || Paramanu hote Tumi akash bapiya acho || Nigamananda Swaranam

