ପୁରୀରେ କାଲି ବି ପ୍ରବଳ ବର୍ଷା! Odisha Rain | Weather News | Rath Yatra 2026 | Puri Rain News |Odia News

ପୁରୀରେ କାଲି ବି ପ୍ରବଳ ବର୍ଷା! Odisha Rain | Weather News | Rath Yatra 2026 | Puri Rain News |Odia News Heavy rainfall lashed Puri on Wednesday, leading to waterlogging across several parts of the city, including the Grand Road (Bada Danda). The India Meteorological Department (IMD) has issued a Red Alert for Puri till Thursday morning and warned that heavy to very heavy rainfall is likely during the Rath Yatra. Devotees are expected to pull the three chariots amid continuous rain. The rainfall is caused by the influence of a low-pressure system over the region. Authorities have also advised people and fishermen to avoid venturing into the sea due to rough conditions. Watch the full report for the latest weather updates and Rath Yatra preparations. ପୁରୀରେ ପ୍ରବଳ ବର୍ଷା । ଆଜି ଦିନତମାମ ବର୍ଷା ଲାଗି ରହିଥିଲା । ବଡ଼ଦାଣ୍ଡ ସମେତ ପୁରୀର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା । ଆଜି ପୁରୀ ସହରରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆସନ୍ତା କାଲି ବି ବର୍ଷା ଜାରି ରହିବ । ଏଥର ବର୍ଷାରେ ଭିଜିବ ରଥଯାତ୍ରା । ଆସନ୍ତାକାଲି ରଥଯାତ୍ରାରେ ପୁରୀରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଲଘୁଚାପ ପ୍ରଭାବରେ ପୁରୀରେ ବର୍ଷା ହେବ । ବର୍ଷାରେ ଭିଜି ଭିଜି ରଥ ଟାଣିବେ ଭକ୍ତ । ଗୁରୁବାର ସକାଳୁ ବର୍ଷାର ପରିମାଣ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗୁରୁବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ନେଇ ପୁରୀକୁ ରେଡ୍‌ ଆଲର୍ଟ ଜାରି ହୋଇଛି । ଏହା ପରେ ବର୍ଷାର ପରିମାଣ କିଛିଟା ଗ୍ରାସ ପାଇବ । ଦିନତମାମ ବର୍ଷା ଲାଗି ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ତା’ ମଧ୍ୟକୁ ନ ଯିବା ଲାଗି ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । #Puri #RathYatra #Jagannath #PuriRain #HeavyRain #OdishaWeather #WeatherAlert #RedAlert #BadaDanda #JagannathTemple #RathYatra2026 #News18Odia #OdiaNews #BreakingNews #OdishaNews Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_DA

The Great Odisha Political Circus || EP 864 || ପୁରୁଣା vs ନୂଆ ଲକ୍ଷ୍ମୀପୁରାଣ || New Odia Comedy
▶︎

The Great Odisha Political Circus || EP 864 || ପୁରୁଣା vs ନୂଆ ଲକ୍ଷ୍ମୀପୁରାଣ || New Odia Comedy

ଟାହିଆ ନଥିଲା କାହିଁକି? Why Lord Jagannath Appear Without Tahia? Rare Rath Yatra Moment | Asala Katha
▶︎

ଟାହିଆ ନଥିଲା କାହିଁକି? Why Lord Jagannath Appear Without Tahia? Rare Rath Yatra Moment | Asala Katha

Knee-Deep Water Floods Main Roads As Relentless Rain Lashes Odisha!
▶︎

Knee-Deep Water Floods Main Roads As Relentless Rain Lashes Odisha!

Arabinda Padhee Explains Why Nandighosa Rath Pulling Was Delayed | Puri Rath Yatra 2026
▶︎

Arabinda Padhee Explains Why Nandighosa Rath Pulling Was Delayed | Puri Rath Yatra 2026

Heavy to Very Heavy Rain Likely in Odisha for Next 3 Days: IMD Bhubaneswar
▶︎

Heavy to Very Heavy Rain Likely in Odisha for Next 3 Days: IMD Bhubaneswar

ଆଜିର ୩ ବଡ଼ ଖବର | Lord Jagannath Without Tahia | Viral Singer Mrinmay MS | Ho Bhakate | Asala Katha
▶︎

ଆଜିର ୩ ବଡ଼ ଖବର | Lord Jagannath Without Tahia | Viral Singer Mrinmay MS | Ho Bhakate | Asala Katha

🔴Live | ରାତି ୧୧ଟା ବଡ ଖବର | 11PM Bulletin | Breaking News | Odisha News | Today News | Argus News
▶︎

🔴Live | ରାତି ୧୧ଟା ବଡ ଖବର | 11PM Bulletin | Breaking News | Odisha News | Today News | Argus News

ଆରମ୍ଭ ହେଲା ରଥଟଣା.. | Puri Rath Yatra 2026 | Prarthana Life
▶︎

ଆରମ୍ଭ ହେଲା ରଥଟଣା.. | Puri Rath Yatra 2026 | Prarthana Life

ପୁରୀ ମନ୍ଦିରରେ ବଙ୍ଗାଳୀ ଦିଅରଙ୍କୁ ଧରିପକାଇଲେ ଭାଉଜ | Puri Jagannath Temple | Srimandir | Maidan Re Bhauja
▶︎

ପୁରୀ ମନ୍ଦିରରେ ବଙ୍ଗାଳୀ ଦିଅରଙ୍କୁ ଧରିପକାଇଲେ ଭାଉଜ | Puri Jagannath Temple | Srimandir | Maidan Re Bhauja

IICଙ୍କୁ ନେଇ ବଡ଼ କଥା କହିଲେ ମୁଖ୍ଯମନ୍ତ୍ରୀ ମୋହନ ମାଝି ! CM Mohan Majhi Interviews | Exclusive Interview
▶︎

IICଙ୍କୁ ନେଇ ବଡ଼ କଥା କହିଲେ ମୁଖ୍ଯମନ୍ତ୍ରୀ ମୋହନ ମାଝି ! CM Mohan Majhi Interviews | Exclusive Interview

Massive Loot In Puri Rath Yatra: Thieves Snatch Gold Chains And Mobiles Amid Huge Crowd | Argus News
▶︎

Massive Loot In Puri Rath Yatra: Thieves Snatch Gold Chains And Mobiles Amid Huge Crowd | Argus News

୧୭ ଜୁଲାଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା | ୭ ଜିଲ୍ଲାରେ ଭୀଷଣ ବର୍ଷା ଓ ୧୮ ଜିଲ୍ଲାରେ ପ୍ରବଳ ବର୍ଷା | G News Update
▶︎

୧୭ ଜୁଲାଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା | ୭ ଜିଲ୍ଲାରେ ଭୀଷଣ ବର୍ଷା ଓ ୧୮ ଜିଲ୍ଲାରେ ପ୍ରବଳ ବର୍ଷା | G News Update

ବଡ଼ଦାଣ୍ଡରେ ବଡ଼ ଅଘଟଣ |  Stampede In Puri Ratha Yatra Live | Accident In Puri Rath Yatra
▶︎

ବଡ଼ଦାଣ୍ଡରେ ବଡ଼ ଅଘଟଣ | Stampede In Puri Ratha Yatra Live | Accident In Puri Rath Yatra

କାହିଁକି ମହାପ୍ରଭୁଙ୍କ ଟାହିଆ ନଥିଲା ? ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | Prameya
▶︎

କାହିଁକି ମହାପ୍ରଭୁଙ୍କ ଟାହିଆ ନଥିଲା ? ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | Prameya

🔴LIVE |ଟାହିଆ ହଲେଇ ଆସିଲେ ବଡ଼ଠାକୁର   |  16.07.2026 | OR |
▶︎

🔴LIVE |ଟାହିଆ ହଲେଇ ଆସିଲେ ବଡ଼ଠାକୁର | 16.07.2026 | OR |

ବିଳମ୍ବର କାରଣ କହିଲେ ଜଗା ପାଖରେ ହାତ ଯୋଡ଼ିଲେ....|  Puri Ratha Yatra 2026
▶︎

ବିଳମ୍ବର କାରଣ କହିଲେ ଜଗା ପାଖରେ ହାତ ଯୋଡ଼ିଲେ....| Puri Ratha Yatra 2026

ରତ୍ନଭଣ୍ଡାର ଦେଖି ଚମକିପଡ଼ିଲେ ସେବାୟତ ! Ratna Bhandar Inventory Shifting Of Puri Jagannath Temple
▶︎

ରତ୍ନଭଣ୍ଡାର ଦେଖି ଚମକିପଡ଼ିଲେ ସେବାୟତ ! Ratna Bhandar Inventory Shifting Of Puri Jagannath Temple

ପହଣ୍ଡିବେଳେ ପଡିଗଲେ କି ଜଗନ୍ନାଥ ?Jagannath fell during the sacred Pahandi #otvdigital #rathayatra #puri
▶︎

ପହଣ୍ଡିବେଳେ ପଡିଗଲେ କି ଜଗନ୍ନାଥ ?Jagannath fell during the sacred Pahandi #otvdigital #rathayatra #puri

ବିନା ଟାହିଆରେ କାହିଁକି ଆସିଲେ ଜଗନ୍ନାଥ ? Jagannath Pahandi | Puri Rath Yatra | Jay Jagannath | N18V
▶︎

ବିନା ଟାହିଆରେ କାହିଁକି ଆସିଲେ ଜଗନ୍ନାଥ ? Jagannath Pahandi | Puri Rath Yatra | Jay Jagannath | N18V

ଦଳାଚକଟା ସ୍ଥାନରୁ ଆସିଲା ସାଂଘାତିକ ଭିଡିଓ |Puri Stampede News |Stampede In Puri Ratha Yatra|Jay Jagannath
▶︎

ଦଳାଚକଟା ସ୍ଥାନରୁ ଆସିଲା ସାଂଘାତିକ ଭିଡିଓ |Puri Stampede News |Stampede In Puri Ratha Yatra|Jay Jagannath