କାଳିଆ କହୁଛି ମୁଁ ମାନିବିନି ତୁମ ବ୍ୟବସ୍ଥା | Odisha Reporter
#କାଳିଆ_କହୁଛି_ମୁଁ_ମାନିବିନି_ତୁମ_ବ୍ୟବସ୍ଥା ଗୁଣ୍ଡିଚା ଯାତ୍ରା ସମୟରେ ଯେଉଁଭଳି ପହଣ୍ଡି ଓ ରଥଟଣା ବିଳମ୍ବ ହୋଇଥିଲା ତାକୁ ଦୃଷ୍ଟିରେ ରଖି ବାହୁଡା ଯାତ୍ରାକୁ ସୁବ୍ୟବସ୍ଥିତ କରିବାକୁ ପଦକ୍ଷେପ ନିଆଯାଇଥିବା ଦଇତାପତି ନିଯୋଗର ସାଧାରଣ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି। ଗୁଣ୍ଡିଚା ଯାତ୍ରା ସମୟରେ ଟାହିଆ ଭାରି ଓଜନିଆ ଥିଲା। ଟାହିଆର ଓଜନ ଦେଖି ମୁଁ କହିଥିଲି ଏହା ମହପ୍ରଭୁଙ୍କ ମସ୍ତକରେ ଲାଗିବା କଷ୍ଟକର ହୋଇପଡିବ। ପ୍ରବଳ ବର୍ଷା ଯୋଗୁଁ ପହଣ୍ଡି ପାଇଁ ଟାହିଆ ବାଧା ସୃଷ୍ଟି କରିଥିଲା। ଜୀବନକାଳ ଭିତରେ ଏଭଳି ଓଜନିଆ ଟାହିଆ ମୁଁ ଦେଖିନାହିଁ ବୋଲି ରାମକୃଷ୍ଣ କହିଛନ୍ତି। #puri #rathayatra #JayJagannath #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

ଆଜି ବାହୁଡ଼ିବେ ଜଗା-ବଳିଆ | Odisha Reporter

"ସଂସାରର ଭାରକୁ ଯିଏ ମୁଣ୍ଡେଇକି ଧରିଛି ,ତାକୁ କଣ ଟାହିଆ ଓଜନ ହେବ " ମଧୁମିତା ରଥ Jagannath

ରଥଯାତ୍ରା ଗୁମର ! Puri Gajapati Maharaj Interview | Puri Rath Yatra 2026 | Odia Podcast | Manas Dash

ବର୍ଷା ହେଲେ କେମିତି ଦର୍ଶନ କରିବେ ଭକ୍ତ ? | Odisha Reporter

ହ୍ୟୁମାନଙ୍କ ଗୀତ ଗାଇଲେ ସୌରଭ | Sourav Bharadwaj Singer | Jagannath Bhajan Singer Sourav | Jaga Re Mo..

Thalapathy Vijay Fulfils Promises Rapidly, Compared to Anil Kapoor's 'Nayak'

ଆମେ ଜଗନ୍ନାଥଙ୍କ ସେବକ ଚୋର ନୁଁହ || We Are Servitors Of Lord Jagannath Not Thieves || Kanak News Digital

କାହିଁକି 9ଦିନ ପାଇଁ ଆସେ କାଳିଆ ? | Odisha Reporter

Exclusive interview with Historian Anil dhir about Srimandir History | Odisha Reporter

🔴Live | ପହଣ୍ଡି ଆରମ୍ଭ...| Bahuda Yatra 2026 Live | Bahuda Jatra | Rath Yatra 2026 | Puri | Argus News

କାଳିଆର ଟାହିଆ କାହିଁକି ନଥିଲା ? ବଡ଼ ଦାଣ୍ଡରେ ସବୁ ସତ କହିଦେଲେ ବୀର ହନୁମାନ..Ratha Yatra 2026 | Argus Digital

ସାଂଘାତିକ ସ୍ଥିତି, ବସିଲା ବଡ଼ ମିଟିଂ | CJP-Govt Meeting: JP Nadda Meets CJP Leaders | Dharmendra Pradhan

Special Report: Jagannath Rath Jatra in Karachi Stuns World | Devotion Beyond Borders

ଶୁଦ୍ଧ ହେଲା ରଥ ବାହାରିବ କାଳିଆ | Odisha Reporter

Rain Can't Stop the Devotion! Elderly Woman Dances with Raised Hands During Rath Yatra

କାଳିଆ ଅପେକ୍ଷାରେ ନନ୍ଦିଘୋଷ | Nandighosa Chariot Waits for Lord Jagannath | Bahuda Yatra | Argus News

ଏଇଠି ଖସି ପଡ଼ିଥିଲା ମା'ଲକ୍ଷ୍ମୀଙ୍କ ନାକଚଣା | Odisha Reporter

କାଳିଆ ମୋର ଦୁଃଖ ଶୁଣିବ... | Emotional Sanjay Bhol at Puri | Ratha Yatra 2026 | Argus News

ଆମେ କ'ଣ ମଢ଼ ଚଣ୍ଡାଳ ? Swargadwar Secrets Revealed | What Happens at Puri's Sacred Cremation Ground ?

