ଭୁବନେଶ୍ୱର ଭଡ଼ାଘରୁ ନର୍ସ ସସ୍ମିତାଙ୍କ ମୃତଦେହ ଉଦ୍ଧାର! Nurse Sasmita body found from rented house, Bbsr.
ଭୁବନେଶ୍ୱର ଭଡ଼ାଘରୁ ନର୍ସ ସସ୍ମିତାଙ୍କ ମୃତଦେହ ଉଦ୍ଧାର! ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ।ଗତ ସୋମବାର ରାତିରେ ଘଟିଛି ଘଟଣା। ସସ୍ମିତା ମାଝୀ ନାମକ ଜଣେ ନର୍ସ ପୂର୍ବରୁ ପରମାନନ୍ଦ ହାତୀ ନାମକ ଏକ ଯୁବକଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ ଭିତରେ ମନମାଳିନ୍ୟ ପାଇଁ ପରବର୍ତ୍ତୀ ସମୟରେ ମହେଶ୍ୱର ନାଥ କୁ ଭଲ ପାଉଥିଲେ। ତ୍ରିକୋଣୀୟ ପ୍ରେମ ପାଇଁ ମାନସିକ ଚାପରେ ରହିଥିବା ସୂଚନା । କିନ୍ତୁ ପରିବାର ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ଦୁଇଜଣ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। Nurse Sasmita Majhi dead body found, Bbsr. #SasmitaMajhi #BhubaneswarNews #OdishaNews #DamanaCase #ChandrasekharpurPolice Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

Special Story: Bhubaneswar Nurse Found Dead; Police Probe Alleged Blackmail Behind Tragic Death

ମୋ ଝିଅକୁ ବ୍ଲାକମେଲ କରି ମାରିଦେଲା | Odisha Reporter

ତ୍ରିକୋଣୀୟ ପ୍ରେମ ପାଇଁ ଝୁଲିପଡ଼ିଲେ ଷ୍ଟାଫ୍ ନର୍ସ || Love Triangle Case || Bhubaneswar

ନର୍ସ ସସ୍ମିତାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଘର ମାଲିକ,ଭାଇ କହି ବୟଫ୍ରେଣ୍ଡ ସହ ଭଡା ଘରେ ରହୁଥିଲେBBSR Nurse Death

ପୁରୀରେ ରଣବୀର ଆଲ୍ଲାହାବାଦିଆ। I have come to understand Sanatan Dharma from Jagannath, Ranveer.

ଘରମାଲିକକୁ ଭାଇ ଭଉଣୀ କହି ,ଲିଭ ଇନରେ ରହୁଥିଲେ ନର୍ସ ସସ୍ମିତା ..ଚାଲିଗଲା ଜୀବନ Bhubaneswar Nurse Death Twist

"ମୋ ଦୁଇ ଝିଅଙ୍କୁ ମୁଁ ମୋ ପୁଅ ଭଳି ଭାବୁଥିଲି...ଝିଅ ଜନ୍ମ କରି ଭୁଲ କରିଦେଲି ବୋଧେ !"

ଲିଭିଇନ୍ରେ ରହୁଥିଲେ, ଜାଣିଦେବା ପରେ ପୁରୁଣା ପ୍ରେମିକ କରୁଥିଲା ବ୍ଲାକମେଲ୍... ସାମ୍ନାକୁ ଆସିଲା କଲ୍ ରେକର୍ଡିଂ...

ଇଣ୍ଡିଆନ୍ ଆଇଡଲ୍ ଜ୍ୟୋତିର୍ମୟୀ ପହଞ୍ଚିଲେ ଭୁବନେଶ୍ବର ରେ ! Jyotirmayee Nayak Indian Idol reached in Bbsr

Mercedes accident in Bhubaneswar: What Did Soumya Ranjan Rath Say Before Going to Jail?

କଂଗ୍ରେସରେ ମତେ ଏକାକୀ କରିଦେଇଥିଲେ - ପ୍ରସାଦ ହରିଚନ୍ଦନ | My Political Journey | Prasad Harichandan

ହଠାତ୍ ଝାମ୍ପ ମାରିଲା ସିଂହ, ତଳେ ପଡ଼ିଗଲେ କାଲୁଭାଇ... ସାମ୍ନାକୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ | Argus Digital

ଷ୍ଟୁଡିଓରେ ହଙ୍ଗାମା | Prabhat Biswal Join BJP | CM Mohan Majhi | BJP VS BJD Odia News

ନବୀନ ବାବୁଙ୍କୁ ନୁହେଁ, ଯାହା କହେ ବବିଙ୍କୁ ..... | Odisha Reporter

ମାନସିକ ନିର୍ଯାତନା ସହ ବ୍ଲାକମେଲିଂ ହେଲା କାଳ | Odisha Reporter

କୁନି କୁନି ପିଲାଙ୍କ ସହ ନାଚିଲେ ଜ୍ୟୋତିର୍ମୟୀ | Kalinga TV

କାଲି ରଥଯାତ୍ରା, କୁଆଡ଼େ ଗଲା ବଡ଼ ଠାକୁର ବଳଭଦ୍ରଙ୍କ ଚାରମାଳ ଖସିବା ରିପୋର୍ଟ ? BJD raise different question

ଗଞ୍ଜାମରେ ବୃଦ୍ଧା ମହିଳାଙ୍କୁ ମାରି, ସୁନା ଗହଣା ଲୁଟିନେଲେ ଚୋର ! Elderly Woman Found Dead in Ganjam

🔴Live | ଦି’-ଦିଟା ପ୍ରେମିକ ପାରିଲେନି ଝୁଲିପଡ଼ିଲେ | 15.07.2026| Odisha Reporter

