JAGATARA JYOTI | ଜଗତର ଜ୍ୟୋତିଃ | HUMANE SAGAR | NEW ODIA CHRISTMAS SPECIAL SONG | AMIT BADANAYAK
JAGATARA JYOTI || ଜଗତର ଜ୍ୟୋତିଃ || NEW ODIA CHRISTMAS SPECIAL SONG || HUMANE SAGAR || AMIT BADANAYAK || STUDIO VERSION FULL LYRICS ଜଗତର ଜ୍ୟୋତିଃ ଦେଖ ହେଲେ ପ୍ରକାଶିତ ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର.... ଜଗତର ଜ୍ୟୋତିଃ ଦେଖ ହେଲେ ପ୍ରକାଶିତ ଏ ଧରଣୀ ବକ୍ଷ ଆଜି ହୁଏ ଗୁଞ୍ଜରିତ.. ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର ଜ୍ୟୋତିଃ ରୂପରେ ସେ ହେଲେ ଉଦିତ...... କି ସୁନ୍ଦର ଲାଗେ ସତେ ଏ ସାରା ଜଗତ ଆଲୋକରେ ସୁଶୋଭିତ ବନ ଗିରି କ୍ଷେତ ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର ଜ୍ୟୋତିଃ ରୂପରେ ସେ ହେଲେ ଉଦିତ...=୦= ସମୁଦାୟ ଜଗତର ପାପ ରୂପ ଅନ୍ଧକାର କରିବାକୁ ସବୁ ଦୂର... ସରଗ ସୁଖକୁ ତେଜି ଆଶାର ଆଲୋକ ସାଜି ଆସିଲେ ମରତ ପୁର......(୨ଥର) ଗାଅ ଗାଅ ଉଚ୍ଚ ସ୍ୱରେ ପ୍ରଶଂସାର ଗୀତ କର କର ସ୍ତବଗାନ ବିଶ୍ୱାସୀ ସମସ୍ତ.. ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର ଜ୍ୟୋତିଃ ରୂପରେ ସେ ହେଲେ ଉଦିତ...=୧= ସେହି ଜ୍ୟୋତିଃ ଯୀଶୁ ଖ୍ରୀଷ୍ଟ ଦେଖାଇବେ ସତ୍ୟ ବାଟ ଫେଡି ଦେବେ ସବୁ କଷ୍ଟ ଯିଏ ଯିବ ତା ନିକଟ ଛାଡି ଅସାର କପଟ ଦେବେ ଜୀବନ ମୁକୁଟ......(୨ଥର) ଆସ ଆସ ସର୍ବେ ଆସ ଯେତେ ସାଧୁ ଭକ୍ତ ଯୀଶୁଙ୍କର ପାଦ ପଦ୍ମେ ହେବା ସମର୍ପିତ.. ମନୁଷ୍ୟ ପୁତ୍ର ସେ ମନୁଷ୍ୟ ପୁତ୍ର ଜ୍ୟୋତିଃ ରୂପରେ ସେ ହେଲେ ଉଦିତ...=୨= AB Music Presents A New Odia Christmas Special Dance Song.Which Is Sung Beautifully By Ollywood Singer Humane Sagar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Beautiful Christmas Special Dance Song And Like Share Comment And Subscribe. Praise The Lord...ପ୍ରଭୁ ଯୀଶୁଙ୍କର ମହତ୍ ନାମ ଧନ୍ୟ ହେଉ.. AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ବା ବଡ଼ଦିନ ଉତ୍ସବ ପାଳନ ଅବସରରେ ଢେର୍ ସାରା ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। AB Music ତରଫରୁ ପ୍ରତିବର୍ଷ ଖ୍ରୀଷ୍ଟୀୟ ସମାଜକୁ ବଡ଼ଦିନ ଉପଲକ୍ଷେ ନୂତନ ଗୀତ ଭେଟି ଦେଇ ଆସୁଅଛୁ ତଦ୍ରୁପ ଚଳିତ ବର୍ଷ ମଧ୍ୟ "ଜଗତର ଜ୍ୟୋତିଃ" ନାମକ ଏକ ନୂତନ ନୃତ୍ୟ ଭିତ୍ତିକ ବଡ଼ଦିନ ଗୀତ ଭେଟି ଦେଇଅଛୁ। ଯେକେହି ମୋʼଠାରେ ବିଶ୍ଵାସ କରେ, ସେ ଯେପରି ଅନ୍ଧକାରରେ ବାସ ନ କରେ, ଏଥିପାଇଁ ମୁଁ ଜଗତକୁ ଜ୍ୟୋତିଃ ହୋଇ ଆସିଅଛି। (ଯୋହନ ୧୨:୪୬) ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, "ମୁଁ ଜଗତର ଜ୍ୟୋତିଃ" ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବର ଜୀବନର ଜ୍ୟୋତିଃ ପାଇବ। (ଯୋହନ ୮:୧୨) ବାସ୍ତବରେ ବାଇବଲ ଅନୁସାରେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଜଗତର ଜ୍ୟୋତିଃ। ଆଜକୁ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଆମ୍ଭମାନଙ୍କର ପରିତ୍ରାଣ ଓ ମୁକ୍ତି ସାଧନ ପାଇଁ ଏ ଅନ୍ଧକାର ଘେରା ଧରାପୃଷ୍ଠରେ ସେ ଜଗତର ଜ୍ୟୋତିଃ ରୂପରେ ଉଦିତ ହେଲେ । ଏ ଜଗତ ପାପ ରୂପ ଅନ୍ଧକାରେ ବୁଡ଼ି ଥିଲା ଯୀଶୁ ଖ୍ରୀଷ୍ଟ ସତ୍ୟ ରୂପ ଜ୍ୟୋତିଃ ସାଜି ପାପ ରୂପ ତିମିରତାକୁ ଦୂର କରିବା ପାଇଁ ଅବତରଣ କଲେ । ସେହି ସତ୍ୟ ଜ୍ୟୋତିଃ ପାଶେ ଶାନ୍ତି,ମୁକ୍ତି, ଦୟା,କ୍ଷମା ପ୍ରେମ,କରୁଣା ଇତ୍ୟାଦି ରହିଛି। ଏ ଜଗତର ଜ୍ୟୋତିଃ ହେଉଛନ୍ତି ଆମର ଏକମାତ୍ର ଯୀଶୁ ଖ୍ରୀଷ୍ଟ ଏଣୁ ତାଙ୍କୁ ହୃଦୟରେ ଧାରଣ କରି ତାଙ୍କ ଆଲୋକରେ ଆମେ ଆଲୋକିତ ହେବା । "ଜଗତର ଜ୍ୟୋତିଃ" ଗୀତ ଶୁଣନ୍ତୁ ଏବଂ ହରଷ ଚିତ୍ତରେ ଆନନ୍ଦ ଓ ଉଲ୍ଲାସର ସହିତ ବଡ଼ଦିନ ଉତ୍ସବକୁ ପ୍ରଭୁ ଯୀଶୁଙ୍କ ଗୌରବାର୍ଥେ ପାଳନ କରନ୍ତୁ। SONG CREDITS : Song : JAGATARA JYOTI Singer : Humane Sagar (Ollywood Singer) Lyrics : Amit Badanayak (8895583382) Music Composition : Amit Badanayak Arrangement & Programming : Bapi Samal Live Rythem Player : Manish Dada, Pramod Dada Record & Mixing : MRR Studio, Cuttack Mastering by : Shaktiswar Mohapatra Camera : Biswo & Bapi Making & Editing - Biswo Thumbnail Design - Biswo Special Thanks : Sulata Nayak (Munu) Supported By : Samuel Arun Jojo & Tuna Banner : AB Music Production : AB Music WhatsApp & Contact : 8895583382,7978601423 ଅନ୍ୟ ସମସ୍ତ ଲୋକପ୍ରିୟ ଖ୍ରୀଷ୍ଟମାସ ଗୀତ ଓ Track/Karaoke ଗୁଡ଼ିକର Links ତଳେ ଦିଆଯାଇଛି ଦେଖି ନିଅନ୍ତୁ। ବଡ଼ଦିନର ଅଭିନନ୍ଦନ ( Humane Sagar) • BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ... ବଡ଼ଦିନର ଅଭିନନ୍ଦନ (Track/Karaoke) • ORIGINAL KARAOKE/TRACK | ବଡ଼ଦିନର ଅଭିନନ୍ଦନ ... ସରଗର ଫୁଲ ( Studio Version) • SARAGARA PHULA || ସରଗର ଫୁଲ || NEW ODIA CHR... ସରଗର ଫୁଲ (Lyrical Version) • PHUTICHI SARAGA PHULA | ଫୁଟିଛି ସରଗ ଫୁଲ | N... ବଡ଼ଦିନର ଅଭିନନ୍ଦନ (Dance Video Male) • ABHINANDANA GHENA | FULL DANCE VIDEO | HUM... ବଡ଼ଦିନର ଅଭିନନ୍ଦନ (Dance Video Female) • BADADINARA ABHINANDANA || FULL DANCE VIDEO... ଆସିଛି ବଡ଼ଦିନ Asima Panda (Studio Version) • ASICHI BADADINA | ଆସିଛି ବଡ଼ଦିନ | NEW CHRIS... ଆସିଛି ବଡ଼ଦିନ (Dance Video) • ASICHI BADADINA | FULL DANCE VIDEO | NEW C... ଆସିଛି ବଡ଼ଦିନ (Track/Karaoke) • ASICHI BADADINA || TRACK/KARAOKE || ASIMA ... କମ୍ପିଉଠେ Amit Pani - Studio Version • KAMPIUTHE | କମ୍ପିଉଠେ | NEW ODIA CHRISTMAS ... କମ୍ପିଉଠେ (Dance Video) • NEW ODIA CHRISTMAS DANCE VIDEO || KAMPIUTH... କମ୍ପିଉଠେ (Track/Karaoke) • Kampiuthe Track || କମ୍ପିଉଠେ ଟ୍ରାକ୍ || ନୂଆ... କେଡ଼େ ପ୍ରେମ କଲେ ବୋଲି ଆମକୁ • KEDE PREMA KALE BOLI || କେଡ଼େ ପ୍ରେମ କଲେ |... #jagatarajyoti #jagatarajyotisong #newodiachristmassongs #humanesagarchristmassongs #jagatarajyotichristmassong #odiachristmassongs #jagatarajyotichristiansong #newodiachristiansongs #newodiachristmassongs #odiachristiansongs #odiachristmassongs #amitbadanayaknewchristiansongs #newodiachristiansongs #humanesagarsongs #amitbadanayakchristmassongs #odianewchristmassongs #christmassongs #humanesagarchristiansongs #humanesagarnewchristiansong #newodiachristiansong #odiachristiansong #amitbadanayaksongs #latestodiachristiansongs #humanesagar #amitbadanayak #humansagar #humanesagarchristmassongs #amitbadanayakchristiansongs #odiachristiansongs #abmusic #latestodiachristiansongs #humanesagarchristiansongs #newodiajisusongs !!* ANTI-PIRACY WARNING *!! This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Swagata kara II ସ୍ବାଗତ କର ll Human Sagar II Christmas special odia song II New Christian song ll

NILA AAKASHA FULL VIDEO🎄ନୀଳ ଆକାଶ🎄NEW HUMAN SAGAR VIDEO🎄NEW CHRISTMAS VIDEO 2024

ଗୌରବ କେବଳ ତୁମର | Gauraba Kebala Tumara | New Odia Christian Praise & Worship Song 2026

Human sagar new jejus song/ human sagar new odia song /new Sambalpuri human sagar song

UPAHARA | ଉପହାର | NEW ODIA CHRISTMAS SONG | ASIMA PANDA | NEW ODIA CHRISTIAN SONG | AMIT BADANAYAK

ହେ ଅବ୍ରହାମଙ୍କ ଈଶ୍ୱର ଓଡ଼ିଆ ଖ୍ରୀଷ୍ଟିଆନ cover song ।,।।।। ହେଲୋ ଫ୍ରେଣ୍ଡ ଗୀତ ଭଲ ଲାଗିଲେ subscribe

BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ | HUMANE SAGAR NEW CHRISTMAS SPECIAL SONG |AMIT BADANAYAK

Mana Chadhei/Human Sagar/Jeeten Kumar/Christmas Song/Odiya Song

JISHUR LAGI TUI BANCHITHA || NEW SAMBALPURI CHRISTIAN SONG 2025 || HUMAN SAGAR

रविवार Jesus Morning Worship Song ✝️| सुबह का आराधना गीत 🌄 | Hindi Jesus Worship Song | #jesus

Emanta Mo Prabhu Atanti | ଏମନ୍ତ ମୋ ପ୍ରଭୁ ଅଟନ୍ତି Full song | Humane Sagar | @AlibhaPradeepa |

ସରଗ କୁ ନେବେ l SARAGA KU NEBE l HUMAN SAGAR ll STUDIO VERSION l NEW ODIA CHRISTIAN SONG ll PN MUSIC

HE MORA MANA NEW CHRISTIAN SONG 2023 STUDIO VERSION II HUMAN SAGAR II FIRST LOVE CREATION II

SARAGARU E MARATE//ସରଗରୁ ଏ ମରତେ//NEW ODIA CHRISTMAS SONG//S. JITU//ASEEMA PANDA//SANJIB BISHOYI

Human Sagar All Christian Song.... #sanjeeb #kumar #nayak ...

SESA SUJOGA | ଶେଷ ସୁଯୋଗ | ଶେଷ ଘଣ୍ଟି 2 | NEW ODIA CHRISTIAN QAWALI SONG | BALIA LIMA | AMIT BADANAYAK

Emanta Mo Prabhu Atanti | ଏମନ୍ତ ମୋ ପ୍ରଭୁ ଅଟନ୍ତି Full Song | Humane Sagar | Alibha Pradeepa |

Humane Sagar's first Christian Koraputia Song || HALLELUJAH PADE SUN ହାଲ୍ଲେଲୁୟା ପଦେ ଶୁନ୍|| 2024-25

ପ୍ୟାର୍ କି ଧାରା || A Brand new song From Human Sagar & Shreya Mishra || CHRISTMAS GIFT

