୧୫ କ ପଣିକିଆ ରେ କନ୍ୟା ରତ୍ନ TABLE 15th PRITI SHRUTI KANYA RATNA Stop Female fetus killing 24Th January
୧୫ କ ପଣିକିଆ ରେ କନ୍ୟା ରତ୍ନ TABLE 15th PRITI SHRUTI KANYA RATNA Stop Female fetus killing 24Th January _____________ ଛନ୍ଦ ରଚନା - ଡ. ସନାତନ ପଣ୍ଡା -କଣ୍ଠ ପ୍ରୀତି ସୁଲଗ୍ନା, ଶ୍ରୁତି ସୁଲଗ୍ନା ଓ ସାଙ୍ଗ ସୁଲଗ୍ନା ନିର୍ଦ୍ଦେଶନା- କୁରେଶ ଚନ୍ଦ୍ର ସାହୁ -ବିଶେଷ କୃତଜ୍ଞତା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବଳରାମ ପୁର, ରଣପୁର, ନୟାଗଡ଼ ରାମକୃଷ୍ଣ ପଣ୍ଡା ( ସଙ୍ଗୀତ ଶିକ୍ଷକ ) ଶ୍ରୀୟାଶ୍ରୀ ଆର୍ଯ୍ୟସ୍ମିତା ତପସ୍ଵିନୀ ପ୍ରିୟଦର୍ଶିନୀ ଶ୍ରୀମୟୀ ମହାପାତ୍ର ତନ୍ମୟୀ ଦେବୀ ପ୍ରତୀକ୍ଷା ମିଶ୍ର ଏସ. ସିମ୍ରନ ଏବଂ ହିଲ୍ ସାଇଟ୍ ପାର୍କ, କୋଟପାଡ଼, ନୟାଗଡ଼ ___________ ସ୍ବାଧୀନତାର ଏତେ ବର୍ଷ ପରେ ବି ଥମିନି କନ୍ୟାଭ୍ରୂଣ ହତ୍ୟା। ଲୋକ ଆଧୁନିକତା ଆଡ଼କୁ ଗତି କରୁଥିବାବେଳେ ଆଜି ବି ଝିଅ ଓ ପୁଅଙ୍କ କ୍ଷେତ୍ରରେ ପ୍ରଭେଦ ଘଟଣାମାନ ନଜର ଆସୁଛି। ବର୍ତ୍ତମାନ ସମୟରେ ପୁଅମାନଙ୍କ ତୁଳନାରେ ଝିଅମାନେ କିଛି କମ୍ ନୁହଁନ୍ତି । ତଥାପି ସମାଜରେ ଝିଅଟିଏ ଅଣଦେଖା ଓ ଅଲୋଡ଼ା ହୋଇ ରହିଛି । ପୁଅଟିଏ ଜନ୍ମ ହେଲେ ରୋଜଗାରକ୍ଷମ ହେବ, ପରିବାର ଚଳାଇବ, ବୃଦ୍ଧାବସ୍ଥାରେ ବାପା ମା’ଙ୍କ ଯତ୍ନ ନେବ। ସବୁଠୁ ବଡ଼ କଥା ହେଉଛି ବଂଶ ରକ୍ଷା କରିବ। ଅପର ପକ୍ଷରେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ପରଘରକୁ ଚାଲିଯିବ ଓ ଯୌତୁକ ପାଇଁ ଅଭିଭାବକଙ୍କ ଉପରେ ବୋଝ ସାଜିବ। ଏଭଳି ରୁଗ୍ଣ ମାନସିକତା ଆଜି ବି ଆମ ସମାଜରେ ରହିଛି। ସରକାରଙ୍କର ବେଟି ବଚାଓ, ବେଟି ପଢାଓ, ସେଭ ଦି ଗାର୍ଲ ପରି ଅନେକ ଅଭିଯାନ ସତ୍ତ୍ବେ ସମାଜରେ କନ୍ୟାସନ୍ତାନ ଅଲୋଡ଼ା ଅଖୋଜା ହୋଇରହିଛନ୍ତି। କନ୍ୟା ସନ୍ତାନର ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୪ ତାରିଖକୁ ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଏ। କନ୍ୟା ସନ୍ତାନମାନଙ୍କ ସାମାଜିକ ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଓ ସେମାନେ ଏକ ସମ୍ମାନଜନକ ଜୀବନ ଜିଇଁବା ଦିଗରେ ଗୃହ, ଗୋଷ୍ଠୀ ଏବଂ ଅନୁଷ୍ଠାନମାନଙ୍କରେ ଅନୁକୂଳ ବାତାବରଣ ନିର୍ମାଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟସ୍ତରରେ ଏବଂ ବିଭିନ୍ନ ଜିଲ୍ଲାଗୁଡ଼ିକରେ ଏହି ଦିବସ ପାଳନ କରାଯାଏ। ଜାତୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଜାତୀୟ କନ୍ୟା ଦିବସ ପାଳନ ପାଇଁ ପଦକ୍ଷେପ ନିଆଯାଇଥିଲା। ଶୋଷିତ, ନିର୍ଯାତିତ ଶିଶୁକନ୍ୟାମାନଙ୍କୁ ଉଦ୍ଧାର କରି ସମାଜରେ ସଚେତନତା ସୃଷ୍ଟି କରାଇ ଶିକ୍ଷା, ସ୍ବାସ୍ଥ୍ୟ, ସୁବିଧା ସୁଯୋଗ ଯୋଗାଇଦେବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଆସନ୍ତୁ ଶପଥ ନେବା, ଝିଅଙ୍କୁ ବଞ୍ଚାଇବା, ଝିଅଙ୍କୁ ପଢ଼ାଇବା । 🙇♂️🌹🙇♂️ *ଭିଡ଼ିଓ ଭଲ ଲାଗିଲେ, ଲାଇକ୍, ସବସ୍କ୍ରାଇବ୍ ସେୟାର ଓ କମେଣ୍ଟ ନିଶ୍ଚୟ କରିବେ*🙏🌹🙏 କଣ କଲେ ଭିଡିଓ ଗୁଡିକ ଅହୁରି ଭଲ ଲାଗିବ ? କମେଣ୍ଟ ବକ୍ସ ରେ ନିଜର ମତାମତ ଦିଅନ୍ତୁ । ନିଜ ମୋବାଇଲ୍ ରେ ସବୁ ଭିଡିଓ ପାଇବା ପାଇଁ ଆମକୁ କେବଳ what's App କରନ୍ତୁ 9124040466 --------------- ୧୩ କ ପଣିକିଆ ରେ, ସାଇବର ସଚେତନତା👇 • ୧୩ କ ପଣିକିଆ ରେ, ସାଇବର ସଚେତନତା // CYBER CRI... --------------- ୧୨ କ ପଣିକିଆ ରେ ନିଶା ମୁକ୍ତ ଓଡ଼ିଶା 👇 • ୧୨ କ ପଣିକିଆ ରେ ନିଶା ମୁକ୍ତ ଓଡ଼ିଶା PRITI SHR... --------------- ୧୧ କ ପଣିକିଆ ରେ ଭୋଟର ସଚେତନତା 👇 • ୧୧ କ ପଣିକିଆ ରେ ଭୋଟର ସଚେତନତା TABLE 11 th PR... --------------- ୧୦ କ ପଣିକିଆ ରେ || ମିଲେଟ ର ଉପାଦେୟତା 👇 • ୧୦ କ ପଣିକିଆ ରେ || ମିଲେଟ ର ଉପାଦେୟତା || TABL... -------------- ୯ କ ପଣିକିଆ ରେ ସଡ଼କ ସୁରକ୍ଷା ଜୀବନ ରକ୍ଷା 👇 • ୯ କ ପଣିକିଆ ରେ ସଡ଼କ ସୁରକ୍ଷା ଜୀବନ ରକ୍ଷା // ... --------------- *ROAD SAFETY LIFE SAFETY (Hindi)*👇 • ROAD SAFETY LIFE SAFETY SHORT FILM FESTIVA... --------------- ଆଇଲାରେ ମାଲ୍ୟବନ୍ତ-୨୦୨୩👇 • ଆଇଲାରେ ମାଲ୍ୟବନ୍ତ-୨୦୨୩ // AAILA RE MALYABAN... _________ Award Receved SGRUTI From C.M Odisha • ମୁଖ୍ୟମନ୍ତ୍ରୀ ଙ୍କ ହାତରୁ ପୁରସ୍କାର ପାଇଲେ ଆଦର୍... -------------- *HELMET (Hindi)*👇 • HELMET || SHORT FILM || HINDI || PRITI || ... ------------ *ହେଲମେଟ (ଓଡ଼ିଆ)*👇 • HELMET || SHORT FILM || ODIA || PRITI || S... --------- *ଅଂଶୁଘାତ*👇 • ANSHUGHATA || ଅଂଶୁଘାତ- ଅକାଳ ମୃତ୍ୟୁ || SUNS... --------------ଆମ ଘର 👇🏠 • AMA GHARA || ପ୍ରୀତି ସୁଲଗ୍ନା || ଶ୍ରୁତି ସୁଳଗ... ----------- ୭ କ ପଣିକିଆ*👇 • ୭ କ ପଣିକିଆ ରେ || ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍... _________ ୬ କ ପଣିକିଆ*👇 • ପ୍ରୀତି ର ୬ କ ପଣିକିଆ ଶ୍ରୁତି ର ସଚେତନତା || PR... _________ ୫ କ ପଣିକିଆ*👇 • ୫ କ ପଣିକିଆ || PANCHAKA PANIKIA। || PRITI S... --------------- *୪କ ପଣିକିଆ*👇 • ୪ କ ପଣିକିଆ || CHARIKA PANIKIA। || PRITI SU... ---------- *୩କ ପଣିକିଆ*👇 • ୩ କ ପଣିକିଆ || TINIKA PANIKIA। || PRITI SU... ------------ *୨କ ପଣିକିଆ*👇 • ୨ କ ପଣିକିଆ || DUIKA PANIKIA। || PRITI SUL... #priti,#shruti,#amanayagarh,#panikiagirl,#oavs,#odishaadarshavidyalayakangurukonda,#viralshrutipritisongs,#15thtable,#kanyaratna,#pritisulagna,#shrutisulagna,#osepa,#cmo,#suramapadhi,#nityanandagond,#nayagarh,#oavranapur,#daspalla,#youtubeviral,#odia odia odia gita,#sahaja panikia sikhya,#2 ko ponikia,#prathama sreni patha,#odia pato,#dwitiya shreni prashn uttar,#nayagarh nataka ramayana,#odia pani kya,#panikhia daka,#ak due,#do ko padho,#sme odisha,#Droupadi Murmu

AMA GHARA || ପ୍ରୀତି ସୁଲଗ୍ନା || ଶ୍ରୁତି ସୁଳଗ୍ନା || କୁରେଶ ଚନ୍ଦ୍ର ସାହୁ || AMA NAYAGARH

୧୭ କ ପଣିକିଆ ରେ ଓଡ଼ିଆ ଅସ୍ମିତା // 17 KA PANIKIA RE ODIA ASMITA // SHRUTI PRITI NEW ODIA SONG VIRAL

୧୩ କ ପଣିକିଆ ରେ, ସାଇବର ସଚେତନତା // CYBER CRIME AWARENESS // PRITI SHRUTI // ପ୍ରୀତି ଶୃତି // TABLE 13th

୮ କ ପଣିକିଆ ରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା || TABLE 8th PRITI SHRUTI KAKA COMEDY CES

Charitraheen Audio Book || Book Summary Odia

Keun Debatanku Ki Phula Deba | କେଉଁ ଦେବତାଙ୍କୁ କି ଫୁଲ ଦେବା | Namita Agrawal | Video | Sidharth Music

Storchennest Live Webcam in Bad Salzungen, Thüringen

CHIBI MARUKO-CHAN #1154

CHIBI MARUKO-CHAN #1153

ମା' ପାଇଁ ଗଛ ଟିଏ // एक पेड़ माँ के नाम // EK PED MAA KE NAAM // ୧୮ କ ପଣିକିଆ // ପ୍ରୀତି ସୁଲଗ୍ନା ଶୃତି

ସେମାନେ ଆମ ଭାଇ ଭଉଣୀ // ପ୍ରତିଭା ରାୟ// SEMANE AMA BHAI BHAUNI// PRATIBHA RAY// PRITI SHRUTI//SME ODISHA

Kedar Gouri - କେଦାର ଗୌରୀ | Full Episode 723 | Odia Mega Serial | Sidharth TV @8:30 PM

අම්මා ගැන ඇස් වලට කඳුළු එන ලස්සනම ගීතය 💔 | Amma Song Sinhala

today's morning news odisha/9 june 2026/subhadra yojana online apply process/odisha news today

ମୁଁ ଝିଅ ଟିଏ, ଝିଅ ମାନଙ୍କୁ ମାରନ୍ତୁ ନାହିଁ | କନ୍ଦେଇଦେଲେ ପ୍ରୀତି ଶୃତି | Podcast With Panikia Priti Shruti

ଓମ୍ ଓ ଦୁଇ ଝିଅଙ୍କୁ କ୍ରାଇମ୍ ବ୍ରାଞ୍ଚ IG କ୍ଲିନ୍ ଚିଟ୍ ଦେଉଛନ୍ତି କେମିତି ? ig sarthak sarangi in trouble !

୬ କ ରୁ ୧୦ କ || ପ୍ରୀତି ପଣିକିଆ ଶ୍ରୁତି ର ସଚେତନତା 6th to10th table Odia Panikia Priti Shruti Viral Girl

Sri Rama Kaikeyi Kahani - Rama Nabami New Song -ଶ୍ରୀରାମ କୈକେୟୀ କାହାଣୀ -Somyashree Acharya |Rama Song

୧୬ କ ପଣିକିଆ ରେ ଆମ ପରିମଳ // 16 KA PANIKIA RE AMA PARIMALA SONG // PRITI SHRUTI NEW ODIA PANIKIA GITA

