ପୁରୀ ପାଇଁ ହାଇ ଆଲର୍ଟ ! Heavy Rainfall Alert To Puri | Odisha Rain News | Odisha Weather News Update
ପୁରୀ ପାଇଁ ହାଇ ଆଲର୍ଟ ! Heavy Rainfall Alert To Puri | Odisha Rain News | Odisha Weather News Update ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ | ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି.| ୨ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ | ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି | ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି | ସମ୍ପୂର୍ଣ୍ଣ ଉତ୍ତର ଉପକୂଳ ଜିଲ୍ଲାକୁ ପ୍ରବଳରୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି । ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି। ଆସନ୍ତା ୩ ଦିନ ଯାଏ ପ୍ରବଳ ବର୍ଷା ହେବ । ୧୮ ଯାଏ ସମୁଦ୍ର ଅଶାନ୍ତ ରହିବ। ଏଣୁ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି । ବର୍ଷା ପାଇଁ ଆଜି ଭଦ୍ରକ ଏବଂ ପୁରୀରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଭଦ୍ରକ ଜିଲ୍ଲାରେ ଆଜି ପାଇଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ସେପଟେ ଲଗାଣ ବର୍ଷାକୁ ନଜରରେ ରଖି ପୁରୀ ଜିଲ୍ଲାରେ ଆଜି ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲାରେ ଦ୍ବାଦଶ ଯାଏ ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ନିର୍ଦେଶ ଜାରି ହୋଇଛି । Big Weather Breaking: Low Pressure Area Forms in the Bay of Bengal! A low-pressure system has officially formed over the Northwest Bay of Bengal. The weather system is expected to track in a West-Northwestward direction over the next two days. Under its severe impact, intermittent and heavy rainfall continues to lash various parts of Odisha. Bhadrak: The District Collector has ordered all government and private educational institutions to remain shut today due to severe waterlogging. Puri: Relentless rainfall has prompted the Puri District Collector to declare a holiday for all schools up to Class 12 (Dwadasa) today. Watch the full report for live ground updates, affected areas, and local administrative safety measures. #OdishaRainNews #LowPressureArea #SchoolClosedPuri #BhadrakRainUpdate #OdishaWeatherAlert #IMDRedAlert #OdiaNewsToday #BreakingNewsOdisha #News18Odia #OdiaNews #odishanews #oriyanews #breakingnews #weathernews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ

ଭିକାରୀ ହୋଇଗଲା ଚୀନ୍, ସବୁ ଭାସିଗଲା.. ମରିଗଲେ ଅନେକ ଲୋକ... ସବୁଆଡେ ଚିତ୍କାର... China Hit by Powerful Typhoon

ଆମେରିକୀୟ ନାଗରିକ ଭାରତ-ନେପାଳ ସୀମାରେ ଧରାପଡ଼ିଲେ! ତଦନ୍ତରେ ଚମକପୂର୍ଣ୍ଣ ତଥ୍ୟ? | Argus Digital

Natia Comedy Part 696 || Ratha Jatra 2026 || Prabhu Jagannath Puri

ପୁରୀକୁ ବଡ଼ ଆଲର୍ଟ! Odisha Rain Alert | Red Alert for Puri Ahead of Rath Yatra 2026 | Weather News

7PM Bulletin | 15th JULY 2026 | Kanak News | Breaking News | Odisha News | Latest News

Mystery of Rakteswari Choda: Deep-Sea Spot Back in Focus After Kakdwip Boat Tragedy

Indian Tectonic Plate | ଦୁଇ ଭାଗ ହୋଇଯିବ ଭାରତୀୟ ପ୍ଲେଟ, ହିମାଳୟ ଭିତରେ ଲୁଚିରହିଛି ଭୁକମ୍ପୀୟ କ୍ଷେତ୍ର !

ବିନା ବ୍ରେକରେ ନନଷ୍ଟପ୍ ଖବର |Khabar Fatafat | Speed News | Ratha Yatra 2026 | Rain News |Cm Mohan Majhi

Puri Turns Into a Sea of Devotees Ahead of Mahaprabhu's World-Famous Rath Yatra

ICC ODI World Cup 2027: New 'Super Series' and 'Super Seven' Formats Announced | Kalinga TV

ଡିଏପି, ୟୁରିଆ ଓ ଗ୍ରୋମରର ଅହେତୁକ ଦର ବୃଦ୍ଧି, ଚିନ୍ତାରେ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଚାଷୀ | NandighoshaTV

ସରକାରଙ୍କ ବଡ଼ ଭେଟି... Odisha Cabinet Approves ₹32,000 Crore Mega Projects । Odia News

ପୁରୀ ଗଲେ ଏପଟେ ଯାଆନ୍ତୁ... | Puri Rath Yatra 2026 Traffic Advisory | Parking Zones | New Traffic Rules

Red Alert Sounded for Two Districts as Heavy Rain Looms | Kalinga TV

🔴Live: ରଥଯାତ୍ରାରେ ଭୟଙ୍କର ବର୍ଷା ଘରୁ ବାହାରିବା ମନା ୨୨ ଜିଲ୍ଲାକୁ ଚେତାବନୀ ଜାରି ! Cyclone News | PratibadTV

ISKCON Bhubaneswar Opposes Overseas Rath Yatra, Criticises GBC Over Gajapati Letter

Live: ଆଜି ରାତିରେ ପରମାଣୁ ଯୁଦ୍ଧ ! US Strikes Iran | Strait of Hormuz | GlobalOilCrisis | N18G

ପୁରୀରେ ପ୍ରବଳ ବର୍ଷା | Heavy Rain in Puri Ahead of Rath Yatra! Orange Alert Issued Odia News

ରଥଯାତ୍ରା ପାଇଁ ପ୍ରସ୍ତୁତ Making of Charamala for Puri Rath Yatra: The Sacred Ramp for Lord Jagannath

